ମୁଖ୍ୟ ଖବର
ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରୁ ରାଜଧାନୀରେ ଗଡିଲା ମୁଣ୍ଡ । ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆସାହି ଅଞ୍ଚଳର । ନୟାପଲ୍ଲୀ ପୁଲିସ ଥାନାରେ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଗତ ୨୬ତାରିଖ ଦିନ ଯୁବକ ଜଣଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲା । ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆସାହିର ଯୋଗେନ୍ଦ୍ର ଦାସ ଓରଫ ବବୁଲ । ବବୁଲକୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
Comments ସମସ୍ତ ମତାମତ 0