Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସ୍ୱସ୍ତି ପରେ ପୁଣି ତାତି

    Share on :
    ajab-Image
    Date: May 19, 2022    Views: 3949

    ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି । ଆଭ୍ୟନ୍ତରୀଣ ଓଡିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ତଳେ ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବନୁମାନ ଅନୁଯାୟୀ ଆସନ୍ତା ତିନି ଦିନ ଏଭଳି ପାଗ ରହିବ । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ୪ ଜିଗ୍ରୀ ବଢିଯିବ । ରାଜ୍ୟରେ ଦୁଇ ଦିନ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ ।

    ରାଜ୍ୟରେ ଅଧିକାଂଶ ସ୍ଥାନରେ ଗୁରୁବାର ତାପମାତ୍ରା କମିଛି । କୋରାଫୁଟ, ମାଲକାନଗିରି,ନବରଙ୍ଗପୁର,ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ମୟୁରଭଞ୍ଜ, ବୌଦ୍ଧ, ଅନୁଗୁଳରେ ବର୍ଷା ପାଇଁ ୟେଲୋ  ୱାର୍ଣ୍ଣିଂ ଜାରି କରିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook