Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ଘଂଟାରେ କେବେବି ବାଜେନି ୧୨ଟା

    Share on :
    ajab-Image
    Date: Oct 27, 2021    Views: 2984

    ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଥାଟି ସତ। ଏହା ଏକ ଅଦ୍ଭୁତ ଘ ।। ଏହା ସ୍ୱିଜରଲ୍ୟାଣ୍ଡର ସୋଲୋର୍ଥନ ସହରର ଟାଉନ ସ୍କୋୟାରରେ ଲାଗିଛି। ଏହି ଘ ।ରେ ୧୨ ସଂଖ୍ୟା ନଥିବାରୁ ଏଥିରେ କେବେବି ୧୨ଟା ବାଜେନି। ଏଠାକାର ଲୋକ ୧୧ ନମ୍ବରକୁ ଖୁବ ପସନ୍ଦ କରିଥାନ୍ତି । ଏଠାକାର ମୁ୍ୟଜିୟମ, ଐତିହାସିକ ସ୍ଥାନ, ଟାୱାର ସବୁଠି ୧୧ ନମ୍ବର ଲାଗିଛି। ସେଠାରେ ସେ ଉର୍ସୁସ୍ର ମୁଖ୍ୟ ଚର୍ଚରେ ୧୧ ନମ୍ବର ମହତ୍ୱ ରହିଛି। ଏହି ଚର୍ଚ ୧୧ବର୍ଷରେ ତିଆରି ହୋଇଛି ଓ ସେଠାରେ ୧୧ଟି କବାଟ ଓ ୧୧ଟି ଘ ି ରହିଛି। ସେଠାରେ ଥିବା ତିନି ସେଟ୍ ସିଢିର ପ୍ରତି ସେଟ୍ରେ ୧୧ଟି ଲେଖାଏଁ ପାହାଚ ରହିଛି।

    ଏପରିକି ଏହି ସହରର ଲୋକମାନେ ସେମାନଙ୍କ ୧୧ତମ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି। ଏଠାକାର ଲୋକ ୧୧ନମ୍ବରକୁ ପସନ୍ଦ କରିବାର କାରଣ ହେଉଛି ଏକ ସମୟରେ ସୋଲୋର୍ଥନର ଲୋକ ଖୁବ ପରିଶ୍ରମ କରୁଥିଲେ। କିଛି ସମୟ ପରେ ସେଠାରେ ପାହାଡରୁ ଏଲ୍ଫ ଆସିବାରେ ଲାଗିଥିଲା। ଏହାର ଏକ ଅଦ୍ଭୁତ ଶକ୍ତି ଥିଲା ଯାହା ଲୋକଙ୍କ ର ମନୋବଳ ବଢାଇଥିଲା, ଜର୍ମାନ ଭାଷାରେ ଏଲ୍ଫର ଅର୍ଥ ୧୧ ହୋଇଥଇବାରୁ ସେଠାକାର ଲୋକେ ୧୧ସଂଖ୍ୟାଟିକୁ ଖୁବ ପସନ୍ଦ କରିଥାନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook