Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଳୁଛି ରାଜଧାନୀ ଦିଲ୍ଲୀ, ୪୯ ଡିଗ୍ରୀ ଟପିଲା ପାରଦ

    Share on :
    ajab-Image
    Date: May 16, 2022    Views: 3129


    ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଆଜି ତାପମାତ୍ରା୪୮୯ ଡିଗ୍ରୀ ପାର୍ ହେବା ସହିତ ପୂର୍ବରୁ ସବୁ ରେକର୍ଡ ଭାଙ୍ଗିଛି । ଉଚ୍ଚ ତାପମାତ୍ରା ସହିତ ‘ଲୁ’ ବହିବା ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ନଜଫଗଡରେ ପାରଦ ୪୯.୨ଡିଗ୍ରୀ ଛୁଇଁଛି । ମୁଙ୍ଗେଶପୁରରେ ତାପମାତ୍ରା ୪୯.୨ଡିଗ୍ରୀ, ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ୪୮.୨ଡିଗ୍ରୀ, ରୋହତକରେ ୪୮ଡିଗ୍ରୀ, ପାଲମରେ ୪୬.୪ଡିଗ୍ରୀ, ଲୋଧି ରୋଡରେ ୪୫.୮ଡିଗ୍ରୀ, ଗୁରୁଗ୍ରାମରେ ୪୮.୧ଡିଗ୍ରୀ ତାପମାତ୍ରା ରହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook