Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଗକୁ ହେବ ବିସ୍ଫୋରଣ: ସୁକାନ୍ତ

    Share on :
    ajab-Image
    Date: Sep 25, 2024    Views: 3748

    ଭୁବନେଶ୍ୱର: ବିଜେପି ସରକାର ଗଠନ ହେବା ପରେ ଦୁଇ ଦୁଇ ଜଣ ବିଜେଡି ସାଂସଦ ବିଜେପିରେ ମିଶିସାରିଛନ୍ତି । ତେବେ ଆଗକୁ ବିସ୍ଫୋରଣ ହେବ ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କେବଳ ବିଜେଡି ରାଜ୍ୟସଭା ସାଂସଦ ନୁହନ୍ତି, ବିଜେଡିର ବହୁ ପଦାଧିକାରୀ ବି ବିଜେପି ସମ୍ପର୍କରେ ଅଛନ୍ତି । ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକମାନେ ବିଜେପି କଣ୍ଟାକ୍ଟରେ ଅଛନ୍ତି । ଆସନ୍ତା ମାସେ କି ଦେଢ଼ ମାସରେ ସମସ୍ତେ ଇସ୍ତଫା ଦେଇ ବିଜେପିରେ ମିଶିବେ ବୋଲି ସାିଂଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି । 

    ପ୍ରକାଶ ଯେ ଓଡ଼ିଶା ରାଜନୀତିରେ ଏବେ ଦଳ ଡିଅାଁ ପର୍ବ ଜୋର ଧରିଛି । ବିଜେପି ସରକାର ଗଠନ ହେବା ପର ଠାରୁ ଦୁଇ ଦୁଇ ଜଣ  ରାଜ୍ୟସଭା ସଂସଦ ଦଳ ଛାଡ଼ି ବିଜେପିରେ ମିଶିବା ବିଜେଡିକୁ ଶକ୍ତ ଧକ୍କା ଦେଇଛି ।

    Maximum 500 characters

    ରାଜନୀତି View all

    Find Us on Facebook