Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

    Share on :
    ajab-Image
    Date: May 21, 2022    Views: 3411

    ଭୁବନେଶ୍ୱର: ରାଜ୍ୟ ସରକାର ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଫ୍‌ଏସ୍‌ ଅଧିକାରୀ ଲାବଣ୍ୟ ଶବର ଏବେ ବିଏମ୍‌ସିର ଚିଫ୍‌ ଫାଇନାନ୍ସ ଅଫିସର (ସିଏଫ୍‌ଓ) ଭାବେ କାର୍ୟ୍ୟ କରିବେ । ଶ୍ରୀ ଶବର ପୂର୍ବରୁ ୧୧ ବର୍ଷ ଧରି ବିଏମ୍‌ସିର ସିଏଫ୍‌ଓ ଥିଲେ । ବର୍ତ୍ତମାନର ସିଏଫ୍‌ଓ ସଂଜୀବ କୁମାର ସିଂହଙ୍କ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ର ସିଏଓ ଭାବେ ବଦଳି ହୋଇଛି । ଓଏସ୍‌ଆର୍‌ଟିସିର ସିଏଓ ମନୋରଞ୍ଜନ ମହାପାତ୍ରଙ୍କ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook