Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

OTHER EXAM

ମୁଖ୍ୟ ଖବର

    ନିଟ ପିଜି ଫଳ ପ୍ରକାଶ

    Share on :
    ajab-Image
    Date: Jun 2, 2022    Views: 3744

    ଭୁବନେଶ୍ୱର: ନ୍ୟାସନାଲ ବୋଡର଼୍ ଅଫ୍‌ ଏକ୍ରିଡେସନ୍‌(ଏନବିଏ) ପକ୍ଷରୁ ବୁଧବାର ନିଟ ପିଜି ଫଳ ପ୍ରକାଶ ପାଇଛି । ମେ ୨୧ରେ ନିଟ ପିଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାତ୍ର ୧୦ଦିନ ରେକଡର଼୍ ସମୟ ମଧ୍ୟରେ ଫଳ ପ୍ରକାଶ କାଇଛି । ତେବେ ଛାତ୍ରଛାତ୍ରୀମାନେ ଏନବିଇ.ଇଡ଼ିୟୁ.ଇନ୍‌ ରେ ଛାତ୍ରଛାତ୍ରୀ ମାନେ ଫଳ ଜାଣିପାରିବେ ।

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏନବିଏ କର୍ତ୍ତୃପକ୍ଷ ଏତେ ଶୀଘ୍ର ଫଳ ପ୍ରକାଶ କରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ନିଟ ପିଜି କଟ୍‌ ଅଫ୍‌ ମାର୍କ ବାହାରିଥିବା ବେଳେ ତୁରନ୍ତ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । 

     

    Maximum 500 characters

    OTHER EXAM View all

    Find Us on Facebook