Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କୁ ସାକ୍ଷାତ କଲେ ପ୍ରଫେସର ଗଣେଶୀ ଲାଲ୍‌

    Share on :
    ajab-Image
    Date: Dec 2, 2025    Views: 2896

    ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଏକ ଘରୋଇ କାର୍ୟ୍ୟକ୍ରମରେ ଭୁବନେଶ୍ବର ଆସିଥିବି ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ୟ୍ୟ କରି ଅବସର ନେଇଛନ୍ତି ଗଣେଶୀ ଲାଲ। ୨୦୧୮ ମେ ୨୯ରୁ ୨୦୨୩ ଅକ୍ଟୋବର ୩୦ ପର୍ୟ୍ୟନ୍ତ ଓଡିଶାର ରାଜ୍ୟପାଳ ଥିଲେ ପ୍ରଫେସର ଗଣେଶୀ ଲାଲ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook