Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନକ୍ସଲଙ୍କ ବର୍ବରକାଣ୍ଡ: ଠିକାଦାରଙ୍କୁ ଅପହରଣ ପରେ ହତ୍ୟା

    Share on :
    ajab-Image
    Date: Dec 8, 2025    Views: 2767

    ମାଲକାନଗିରି: ନକ୍ସଲଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ପାମେଡ଼ ଅଞ୍ଚଳରେ ଜଣକୁ ହତ୍ୟା କରିଛନ୍ତି ସେମାନେ। ରାସ୍ତା ନିର୍ମାଣ କାର୍ୟ୍ୟରେ ନିୟୋଜିତ ଜଣେ ଠିକାଦାରଙ୍କୁ ଅପହରଣ କରିବା ପରେ ଗଳା କାଟି ହତ୍ୟା କରିଛନ୍ତି।  ସେଠାରୁ ମୃତକଙ୍କ ସହଯୋଗୀ କୌଣସି ପ୍ରକାରରେ ଖସି ଆସି ଥିଲେ ଓ ପୋଲିସକୁ ଖବର ଦେଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook