Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲେ ମା’ ଭଟ୍ଟାରିକାଙ୍କ ପୀଠ

    Share on :
    ajab-Image
    Date: Aug 15, 2022    Views: 3554

    ନରସିଂହପୁର: ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ବଡ଼ମ୍ବାର ପ୍ରସିଦ୍ଧ ମାଆ ଭଟ୍ଟାରିକାଙ୍କ ପୀଠ । ମନ୍ଦିର ସହ ଭଜନ ମଣ୍ଡପରେ ପ୍ରବାହିତ ହେଉଛି ୧୦ଫୁଟର ପାଣି । ମାଆ ଭଟ୍ଟାରିକାଙ୍କ ଗମ୍ଭୀରା ଭିତରେ ପଶିଛି ମହାନଦୀର ବନ୍ୟାଜଳ ।

    ତେଣୁ ରତ୍ନଗିରି ପର୍ବତରେ ଥିବା ମାଙ୍କ ଅସ୍ଥାୟୀ ଗମ୍ଭୀରାକୁ ମାଆଙ୍କର ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯାଇଛି । ପ୍ରତିମା ସ୍ଥାନାନ୍ତର କରିଛନ୍ତି ସେବାୟତ । ଅସ୍ଥାୟୀ ଗମ୍ଭୀରାରେ ମାଆଙ୍କର ପୂଜାର୍ଚନା ରୀତିନୀତି ଅନୁସାରେ ସମାପନ ହେଉଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook