ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲି ସ୍ପଞ୍ଜ ଆଇରନ୍ କାରଖାନାରେ ଏକ ଓଲ୍ଡିଂ ଗ୍ୟାସ ଟାଙ୍କିର ବିସ୍ପୋରଣ ଘଟିଛି । ଏହି ଭୟଙ୍କର ବିସ୍ଫୋରଣରେ ଜଣେ ସିକୁ୍ୟରିଟି ଗାର୍ଡଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ଜଣେ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ କାହିଁକି ବିସ୍ଫୋରଣ ଘଟିଲା, ତା’ର କାରଣ ଅସ୍ପଶ୍ଟ ରହିଛି ।
Comments ସମସ୍ତ ମତାମତ