Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଜନ୍ମାଷ୍ଟମୀରେ ମନ୍ଦିର ଯିବାକୁ ମନା

    Share on :
    ajab-Image
    Date: Aug 30, 2021    Views: 3024

    ଭୁବନେଶ୍ୱର: ଆଜି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି । ଏଥିପାଇଁ ସବୁଆଡେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଭକ୍ତମାନେ ବ୍ରତ ଓ ଉପବାସ ରଖି ଜନ୍ମାଷ୍ମମୀ ପାଳନ କରୁଛନ୍ତି । କିନ୍ତୁ ୨ ବର୍ଷ ହେଲାଣି କରୋନା ଯୋଗୁଁ ଜନ୍ମାଷ୍ଟମୀ ଫିକା ପଡୁଛି । ଚଳିତ ବର୍ଷ କୋଭିଡ କଟକଣା ଅନୁସାରେ ଭକ୍ତଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି । ତେବେ ମନ୍ଦିର ଗୁଡିକରେ କେବଳ ନୀତିକାନ୍ତି କରାଯାଉଛି । ଏଥିପାଇଁ ଭକ୍ତମାନେ ମନ୍ଦିର ବାହାରୁ ଭଗବାନଙ୍କୁ ଦର୍ଶନ କରି ଜନ୍ମାଷ୍ଟମୀ ପାଳନ କରୁଛନ୍ତିି ।  

    Maximum 500 characters

    ସଂସ୍କୃତି View all

    Find Us on Facebook