ମୁଖ୍ୟ ଖବର
କୋଚି: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ୨୦୨୩ର ନିଲାମକୁ ନେଇ ସବୁ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଛି । ଆଇପିଏଲର ଏହି ନିଲାମ ଡ଼ାକରାରେ ୧୦ଟି ଟିମ ସାମିଲ ହେବେ । ଆଇପିଏଲ ୨୦୨୩ର ନିଲାମ ଡ଼ିସେମ୍ବର ୨୩ ଶୁକ୍ରବାର ଦିନ କୋଚିରେ ଅନୁଷ୍ଠିତ ହେବ । ଏହି ନିଲାମ କାର୍ୟ୍ୟକ୍ରମ ୧୨ଟା ବାଜି ୩୦ ମିନିଟରେ ଆଇଏସଟିରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ୟ୍ୟନ୍ତ ଚାଲିବ ।
ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ହେବେ କେତେରେ ନିଲାମ:
ମୂଲ୍ୟ ୨ କୋଟି : ଟମ୍ ବଣ୍ଟନ୍, ସାମ କୁରାନ୍, କ୍ରିସ୍ ଜୋର୍ଡାନ୍, ଟାଇମଲ୍ ମିଲ୍ସ, ଜାମି ଓଭରଟନ୍, କ୍ରାଇଗ୍ ଓଭରଟନ୍, ଆଦିଲ ରସିଦ, ଫିଲ୍ ସଲ୍ଟ, ବେନ୍ ଷ୍ଟୋକ୍ସ, କ୍ୟାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, କ୍ରିସ୍ ଲିନ୍, କେନ୍ ୱିଲିୟମ୍ସନ୍, ଆଡାମ ମିଲନେ, ଜିମି ନିଶାମ, ରିଲେ ରୋସୋ, ରାସି ଭାନ୍ ଡେର୍ ଡୁସେନ୍, ଜେସନ୍ ହୋଲ୍ଡର୍, ନିକୋଲାସ୍ ପୁରାନ୍ ।
ମୂଲ୍ୟ ୧.୫ କୋଟି : ସେନ ଆବଟ୍ଟ, ରିଲେ ମେରେଡିଥ୍, ଜାଇ ରିଚାର୍ଡସନ, ଆଡାମ ଜାମ୍ପା, ଶାକିବ ଅଲ ହାସନ, ହ୍ୟାରି ବ୍ରୁକ, ୱିଲ ଜ୍ୟାକସ, ଡେଭିଡ ମାଲାନ, ଜେସନ ରଏ, ଶେରଫେନ ରୁଥରଫୋର୍ଡ, ନାଥାନ କଉଲଟର-ନାଇଲ୍
ମୂଲ୍ୟ ୧ କୋଟି : ମାୟାନକ ଅଗ୍ରୱାଲ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ମୁଜିବ ଉର ରହମାନ, ମୋଇସ ହେନ୍ରିକ୍ସ, ଆଣ୍ଡ୍ରିୟୁ ଟାଇ, ଜୋଏ ରୁଟ, ଲୁକ ଉଡ଼୍, ମାଇକେଲ ବ୍ରେସୱେଲ, କାଇଲ ଜାମିସନ, ମ୍ୟାଟ ହେନେରୀ, ଟମ ଲାଥାମ, ଡାରିଲ ମିଚେଲ, ହେନ୍ରିକ କ୍ଲାସେନ, ଟାବ୍ରାଇଜ ଶାମସି , କୁସାଲ ପେରେରା, ରୋଷ୍ଟନ୍ ଚେଜ୍, ରାଖୀମ୍ କର୍ଣ୍ଣୱାଲ୍, ଶାଇ ହୋପ୍, ଡେଭିଡ ୱିସେ ।
Comments ସମସ୍ତ ମତାମତ