Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ: ଆଜି କୋଲକାତାକୁ ଭେଟିବ ପଞ୍ଜାବ

    Share on :
    ajab-Image
    Date: Oct 1, 2021    Views: 3199

    ଦୁବାଇ: ଆଜି ଆଇପିଏଲର ୪୫ତମ ମ୍ୟାଚରେ କୋଲକାତା-ନାଇଟ ରାଇଡର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଆଜିର ହେବାକୁ ଥିବା ଏହି ମ୍ୟାଚ ଉଭୟ ଟିମ ପାଇଁ ରହିଛି ଗୁରୁତ୍ବପୂର୍ଣ୍ଣ । KKR ୧୧ଟି ମ୍ୟାଖେଳି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା ବେଳେ ପଞ୍ଜାବ କିଙ୍ଗ୍ସ  ୧୧ଟି ମ୍ୟାଚ ଖେଳି ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ।

    ତେବେ କୋଲକାତା ଏହି ମ୍ୟାଚ ଯିତିବା ପରେ ପ୍ଲେ ଅଫର ନିକଟତର ହେବ ଏବଂ ଏହି ମ୍ୟାଚ ଯଦି ପଞ୍ଜାବ ଜିତେ ତେବେ ପ୍ଲେ ଅଫର ଆଶା ଉଜ୍ଜିବିତ ରହିବ । ତେଣୁ ଆଜିର ମ୍ୟାଚରେ ଦୁଇ ଟିମ୍ ମଧ୍ୟରେ କଡା ଟକ୍କର ହେବ ।  ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ଦୁବାଇରେ ଖେଳାଯିବ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ।

    Maximum 500 characters

    ଖେଳ ଖବର View all

    Find Us on Facebook