Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ୟୂରୋ କପ : ଏହି ଖେଳାଳୀ ଦେଖାଇଛନ୍ତି କମାଲ

    Share on :
    ajab-Image
    Date: Jun 9, 2021    Views: 3589

    ୟୂରୋକପ ପାଇଁ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ଉତ୍ସାହ ଭରିଯାଇଥିବାବେଳେ ଯେଉଁ ଖେଳାଳୀମାନେ ଟୁର୍ଣ୍ଣାମେଂଟରେ ନିଜର କମାଲ ଦେଖାଇଛନ୍ତି ସେମାନଙ୍କ ବିଷୟରେ ଜାଣିବା ଦରକାର  । ୧୯୬୦ରେ ଫ୍ରାନ୍ସରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଥିବାବେଳେ ପ୍ରଥମ ୟୂରୋ କପରେ ସୋଭିଏତ ୟୂନିଅନ ୟୂଗୋସ୍ଲୋଭିଆକୁ ହରାଇ ଚମ୍ପିଆନ ହୋଇଥିଲା  । 

    ମାଇକେଲ ପ୍ଲାଟିନି - ଫ୍ରାନ୍ସ - ୯ ଗୋଲ
    କ୍ରୀଷ୍ଟିଆନୋ ରୋନାଲଡୋ : ପର୍ତୁଗାଲ - ୯ ଗୋଲ
    ଆଲାନ ସେରର : ଇଂଲଣ୍ଡ - ୭ ଗୋଲ
    ଆଂଟୋନି ଗ୍ରିଜମାନ : ଫ୍ରାନ୍ସ : ୬ ଗୋଲ
    ରୁଡ଼ ଭାନ ନିଷ୍ଟେଲରୁୟ : ନେଦରଲାଣ୍ଡ : ୬ ଗୋଲ
    ପାଟ୍ରିକ କ୍ଲୁଭର୍ଟ : ନେଦରଲାଣ୍ଡ : ୬ ଗୋଲ
    ୱାନେ ରୁନି : ଇଂଲଣ୍ଡ : ୬ ଗୋଲ
    ଥିଏରି ହେନେରୀ : ଫ୍ରାନ୍ସ : ୬ ଗୋଲ
    ଜଲଟନ ଇବ୍ରାହିମଭିକ : ସ୍ୱିଡେ଼ନ : ୬ ଗୋଲ
    ନୁନୋ ଗୋମସ : ପର୍ତୁଗାଲ : ୬ ଗୋଲ
    ସାଭୋ ମିଲୋସେଭିକ : ୟୁଗ୍ଲୋସୋଭିଆ  : ୫ ଗୋଲ
    ମାର୍କୋ ଭାନ ବାଷ୍ଟେନ : ନେଦରଲାଣ୍ଡ : ୫ ଗୋଲ
    ମିଲାନ ବାରୋସ : ଚେକ ରିପ୍ଲବିକ : ୫ ଗୋଲ

    Maximum 500 characters

    ଆମ ସମସ୍ୟା View all

    Find Us on Facebook