Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ୟୂରୋ କପ : କେଉଁ ଗ୍ରୁପରେ କେଉଁ ଦଳ

    Share on :
    ajab-Image
    Date: Jun 9, 2021    Views: 4273

    ୟୂରୋ କପ ପାଇଁ ସମସ୍ତ ଫୁଟବଲ ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ  । କରୋନା ପାଇଁ ମନୋରଂଜନ ଓ କ୍ରୀଡ଼ା ଠପ ହୋଇଯାଇଥିବାବେଳେ ଏବେ ୟୂରୋ କପ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ଉଦ୍ଧୀପନା ଭରିଦେଇଛି  । ଆଗାମୀ ଜୁନ ୧୧ରୁ ଆସନ୍ତା ଜୁଲାଇ ୧୧ ପର୍ଯ୍ୟନ୍ତ ଏହି ସମ୍ମାନଜନକ ଟୁର୍ଣ୍ଣାମେଂଟ ହେବ  । ଆସନ୍ତୁ ଜାଣିବା କେଉଁ ଗ୍ରୁପରେ କେଉଁ ଦଳ ରହିଛନ୍ତି  ।

    ଗ୍ରୁପ-ଏ : ଇଟାଲୀ, ସ୍ୱିଜରଲାଣ୍ଡ, ତୁର୍କୀ ଓ ୱାଲେସ
    ଗ୍ରୁପ- ବି : ବେଲଜିୟମ, ଡେନମାର୍କ, ଫିନଲାଣ୍ଡ ଓ ଋଷିଆ
    ଗ୍ରୁପ-ସି : ଅଷ୍ଟି୍ରଆ, ନେଦରଲାଣ୍ଡ, ନର୍ଥ ମାସେଡୋନିଆ ଓ ଉକ୍ରେନ
    ଗ୍ରୁପ-ଡି : କ୍ରୋଏସିଆ, ଚେକ ରିପ୍ଲବିକ, ଇଂଲଣ୍ଡ ଓ ସ୍କଟଲାଣ୍ଡ
    ଗ୍ରୁପ-ଇ : ପୋଲାଣ୍ଡ, ସ୍ଲୋଭାକିଆ, ସ୍ପେନ, ସ୍ୱିଡେନ
    ଗ୍ରୁପ-ଏଫ : ଫ୍ରାନ୍ସ, ଜର୍ମାନୀ, ହଙ୍ଗେରୀ ଓ ପର୍ତୁଗାଲ

    Maximum 500 characters

    ଆମ ସମସ୍ୟା View all

    Find Us on Facebook