Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟ୍ରେନ ଧକ୍କାରେ ତିନି ଗଜରାଜଙ୍କ ମୃତ୍ୟୁ

    Share on :
    ajab-Image
    Date: May 20, 2022    Views: 3391

    ଯୋଡ଼ା: ଦିନକୁ ଦିନ ଯେ କୌଣସି କାରଣରୁ ବି ହେଉ ଯାଉଛି ଗଜରାଜଙ୍କ ଜୀବନ । ଟ୍ରେନ ଧକ୍କାରେ ୩ ହାତୀଙ୍କ ଜୀବନ ଯାଇଛି । ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଜିଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ଗୋଟିଏ ମାଈ ହାତୀ ସମେତ ୨ ଛୁଆ ହାତୀ ଗୁରୁତର ହୋଇ ପଡ଼ିଥିଲେ ।

    ସେମାନଙ୍କ ମଧ୍ୟରୁ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ସକାଳୁ ଆଉ ଏକ ଛୁଆ ହାତୀ ଓ  ମାଈ ହାତୀର ମୃତ୍ୟୁ ଘଟିଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook