Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଭାରତ ନିରାଶ: ଦୀପିକା କୁମାରୀ ପରାଜିତ

    Share on :
    ajab-Image
    Date: Jul 30, 2021    Views: 2368

    ଟୋକିଓ:  ଟୋକିଓ ଅଲମ୍ପିକ୍ସରେ ଆଜି ଭାରତ ନିରାଶ ହୋଇଛି । ପ୍ରଥମେ ୧୦୦ ମିଟର ଦୌଡରେ ଦେଶବାସୀଙ୍କୁ ଦୂତୀ ଚାନ୍ଦ ନିରାଶ କରିଥିବା ବେଳେ ଏବେ ତୀରନ୍ଦାଜରେ ବି ଦୀପିକା କୁମାରୀ ପରାଜିତ ହୋଇ ତାଙ୍କ ଟୋକିଓ ଅଲମ୍ପିକ ଯାତ୍ରା ଶେଷ କରିଛନ୍ତି । ଦୀପିକାଙ୍କୁ ନେଇ ଭାରତ ବେସ୍ ଆଶାବାଦୀ ଥିବା ବେଳେ ଏବେ କ୍ରିଡାପ୍ରେମୀଙ୍କୁ ନିରାଶ କରିଛନ୍ତି ଦୀପିକା । ଦୀପିକା କୁମାରୀ ଏହି ମୁକାବିଲାରେ ୨୭-୩୦,୨୪-୨୬ ଓ ୨୪-୨୬ ସେଟରେ ପରାଜିତ ହୋଇଛନ୍ତି । ଏହାପରେ ତୀରନ୍ଦାଜରେ ଭାରତ ପାଇଁ କେବଳ ଅତନୁ ଦାସ ଆଶା ହୋଇ ରହିଯାଇଛନ୍ତି  ।

    ମହିଳା ତୀରନ୍ଦାଜରେ ଦୀପିକା କୁମାରୀଙ୍କୁ ସାଧା ସେଟରେ ପରାସ୍ତ କରି କୋରିଆର ଏନ ସେନ ସେମିଫାଇନାଲରେ ପହଂଚି ଯାଇଛନ୍ତି ।  

     

    Maximum 500 characters

    କଳା View all

    Find Us on Facebook