Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅଭାବନୀୟ :ଜମିବାଡି ବିବାଦରୁ ଗଡିଲା ମୁଣ୍ଡ

    Share on :
    ajab-Image
    Date: Mar 23, 2023    Views: 3798

    ଅନୁଗୁଳ :  ଅନୁଗୁଳ ବଡ଼ହିଂସର ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ଜମିବାଡି ବିବାଦରୁ ଗଡିଲା ଜଣଙ୍କ ମୁଣ୍ଡ । ମୃତକ ନବିନା ସାହୁ । ଖବର ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଶେଷରେ ବିବାଦ ବଢିଥିଲା । ଆଉ ଏହି ବିବାଦରୁ ଆରମ୍ଭ ହେଲା ଗଣ୍ଡଗୋଳ । ଏହି ଗଣ୍ଡଗୋଳରେ ନବିନା ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନବିନା ସାହୁଙ୍କ ସ୍ତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ।

    Maximum 500 characters

    ତାଜା ଖବର View all

    Find Us on Facebook