Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାଣ ଦୋକାନରେ ଲାଗିଲା ନିଆଁ, ଚାଲିଗଲା ଅନେକ ଜୀବନ

    Share on :
    ajab-Image
    Date: Oct 27, 2021    Views: 3905


    ତାମିଲନାଡୁ: ପାଖେଇ ଆସୁଛି ଦୀପାବଳି । ଲୋକମାନେ ଏହି ପର୍ବକୁ ଦୀପ ଜାଳି, ବାଣ ଫୁଟାଇ, ମିଠା ଖାଇ ପାଳନ କରିଥାନ୍ତି ।  ଅନେକଙ୍କ ପାଇଁ ଏହି ପର୍ବରେ ବାଣ ହେଉଛି ପ୍ରମୁଖ ଆକର୍ଷଣ । ତେବେ ବାଣ ବିକ୍ରିପାଇଁ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି ।

    ଗତକାଲି ବିଳମ୍ବିତ ରାତ୍ରିରେ ତାମିଲନାଡୁର  କଲାକୁରିଚି ଜିଲ୍ଲାର ଶଙ୍କରାପୁରମ ଠାରେ ଏକ ବାଣ ହୋଲସେଲିଂ ଦୋକାନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୧୦ଜଣ ଗୁରୁତ୍ୱର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି ।    

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook