Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଦେଶରେ ୧୩ହଜାର ୪୫୧ କରୋନା ପଜିଟିଭ, ୫୮୫ ମୃତ

    Share on :
    ajab-Image
    Date: Oct 27, 2021    Views: 3126

    ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୫ ଘଣ୍ଟାରେ ରାଜ୍ୟରେ ୧୩ ହଜାର ୪୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୫ଲକ୍ଷ ୧୫ହଜାର ୬୫୩କୁ ବୃଦ୍ଧି ପାଇଛି ।
    ଏହା ସହିତ ଆଜି ଦେଶରେ ୫୮୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୪ଲକ୍ଷ ୫୫ହଜାର ୬୫୩ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
     
    ବର୍ତ୍ତମାନ ଦେଣଶରେ କରୋନା ଜନିତ ସକ୍ରିୟ ମାମଲା ୧ଲକ୍ଷ ୬୨ହଜାର ୬୬୧ ରହିଛି ଓ ଏବେ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି  ୩ କୋଟି ୩୫ଲକ୍ଷ ୯୭ହଜାର ୩୩୯ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook