Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା, ନିର୍ଦ୍ଦେଶକଙ୍କୁ ଜାମିନ

    Share on :
    ajab-Image
    Date: Oct 27, 2021    Views: 3667

    କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ। ଇଡି ପକ୍ଷରୁ ଦାୟର ମାମଲାରେ ମିଳିଲା ସର୍ତ୍ତ ମୂଳକ ଜାମିନ।

    ୨ ଲକ୍ଷ ଟଙ୍କିଆ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ।।ତଦନ୍ତରେ ସାହାଯ୍ୟ କରିବାକୁ ସର୍ତ୍ତ। ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିଲେ ଜ୍ୟୋତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook