Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ସାବଧାନ! ରୋଷେଇ ଘରେ କି ତା’ ପାଖରେ ରଖୁଛନ୍ତି କି ଝାଡ଼ୁପୋଛା

    Share on :
    ajab-Image
    Date: Apr 27, 2022    Views: 4785

    ଭୁବନେଶ୍ୱର : ଘରେ ରୋଷେଇ ଘରର ମହତ୍ତ୍ୱ ଅଧିକ ରହିଥାଏ | ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି ଜିନିଷ ଅଛି ଯାହାକୁ ରୋଷେଇ ଘର ଠାରୁ ଦୂରରେ ରଖିବା ଦରକାର | ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ରୋଷେଇ ଘରେ ଝାଡୁ ରଖିବା କଥା ନୁହେଁ | କଣ ପାଇଁ ଝାଡୁ-ପୋଛା ଘରେ ରଖିବା କଥା ନୁହେଁ ଜାଣନ୍ତି କି ?

    ବାସ୍ତୁ ଶାସ୍ତ୍ର ଅନୁଯାଇ ରୋଷେଇ ଘର ସର୍ବଦା ସଫା ସୁତର ରହିବା କଥା | ହେଲେ ସଫା କାର୍ଯ୍ୟରେ ଲାଗୁଥିବା ଜିନିଷ ରୋଷେଇ ଘର ଠାରୁ ଦୂରରେ ରହିବ କଥା | ଏହି କଥାକୁ ଭଲ ଭାବେ ପାଳନ କରିବା କଥା |

    ରୋଷେଇ ଘରେ ଝାଡୁ ପୋଛା ରଖିବା ଦ୍ୱାରା ଘରେ ଅନ୍ନର ଅଭାବ ହୋଇଥାଏ | କାରଣ ଝାଡୁ ପୋଛାର ସମ୍ପର୍କ ଅପରିଷ୍କାର ଜିନିଷ ସହ ରହିଥାଏ | ରୋଷେଇ ଘରେ ଭୋଜନ ତିଆରି ହେଉଥିବାରୁ ଝାଡୁ ପୋଛା ରୋଷେଇ ଘର ଠାରୁ ଦୂରରେ ରହିବା ଦରକାର |

    ଝାଡୁ ପୋଛା ରୋଷେଇ ଘରେ ରହିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ | ତେଣୁ ଝାଡୁ ପୋଛାକୁ ରୋଷେଇ ଘର ଠାରୁ ଦୂରରେ ରଖିଲେ ଘରେ ସୁଖ-ଶାନ୍ତି ଜାରି ରହିଥାଏ |

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook