Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ

    Share on :
    ajab-Image
    Date: Dec 8, 2025    Views: 3055

    ଭୁବନେଶ୍ୱର:ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆମେ ଏମିତି ଜଣେ ନେତା ପାଇଛେ, ଯାହାଙ୍କ ହାତରେ କେନ୍ଦୁଝର ଦାୟିତ୍ୱ ଦେଇ ଆରାମରେ ରହିପାରିବା। ଏହା ଆମ ପାଇଁ ଗର୍ବ ଓ ସୌଭାଗ୍ୟର ବିଷୟ ଯେ କେନ୍ଦୁଝର ମାଟିର ପୁଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏହା ଅତୀତରେ ସମ୍ଭବ ହୋଇ ନ ଥିଲା ଏବଂ ଭବିଷ୍ୟତରେ ମଧ୍ୟ ସମ୍ଭବ ହେବ ନାହିଁ ବୋଲି ବଦ୍ରି କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook