Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୪ ବର୍ଷରେ ନଦୀ ବୁଡ଼ିରେ ଯାଇଛି ୧୭୫୦ ଜୀବନ

    Share on :
    ajab-Image
    Date: Dec 8, 2025    Views: 3207

    ଭୁବନେଶ୍ୱର: ରାଜ୍ୟରେ ୪ ବର୍ଷ ମଧ୍ୟରେ ନଦୀ ବୁଡିରେ ଯାଇଛି ୧୭୫୦ ଜଣଙ୍କ ଜୀବନ। ସେହିଭଳି ସମୁଦ୍ରରେ ଭାସି ୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ୨୦୨୫ରେ ୪୨୭ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି। ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

    ୨୦୨୨-୨୫ ଭିତରେ ଆସିଥିବା ଏହି ତଥ୍ୟ ଉଦବେଗଜନକ ରହିଛି। କଟକରେ ସର୍ବାଧିକ ୧୭୯ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। କେନ୍ଦୁଝରରେ ୧୬୦ ଜଣ, ମୟୂରଭଞ୍ଜରରେ ୧୫୪ ଜଣ ,କେନ୍ଦ୍ରାପଡ଼ାରେ ୧୧୦ ଜଣ ,ସମ୍ବଲପୁରରେ ୧୦୭ ଜଣଙ୍କ ନଦୀରେ ବୁଡି ଜୀବନ ଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook