Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର

    Share on :
    ajab-Image
    Date: Feb 24, 2017    Views: 98

    ଆନନ୍ଦପୁର: ଆଜି ସକାଳେ ଘସିପୁରା ଥାନା ଅନ୍ତର୍ଗତ ତାଳଗାତ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳା ଶ୍ରମିକଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଶ୍ରମିକ ଜଣକ ହେଉଛନ୍ତି ସଙ୍ଗିନୀ ଟୁଡୁ(୨୩) । ତାଙ୍କ ଘର ଯୁଗୋଳ କିଶୋରପୁରରେ ବୋଲି ଜଣାପଡ଼ିଛି ।

    Maximum 500 characters

    Find Us on Facebook