Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ

    Share on :
    ajab-Image
    Date: Feb 23, 2017    Views: 86

    କାମାକ୍ଷାନଗର: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼ଝରା ଗ୍ରାମ ନିକଟରୁ ସରୋଜ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସମ୍ପୃକ୍ତ ଦୁର୍ବୃତ୍ତମାନେ କଳା ପଲସରରେ ଆସି ଟଙ୍କା ଲୁଟି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ପରଜଙ୍ଗ ଓ କାମାକ୍ଷାନଗର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଚଳାଇଛି । ମେଣ୍ଢାପଦ ଗ୍ରାମର ସରୋଜ ବ୍ୟବସାୟ ପାଇଁ ୨ ଲକ୍ଷ ପାଇଁ ନିଜ ପିକଅପରେ ଯାଉଥିବାବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ଲୁଟି ନେଇଥିଲେ ।

    Maximum 500 characters

    Find Us on Facebook