Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପାର୍ଥସାରଥୀ

    Share on :
    ajab-Image
    Date: Feb 23, 2017    Views: 84

    କଟକ: ଆଇଏଏସ ଅଧିକାରୀ ପାର୍ଥସାରଥୀ ମିଶ୍ରଙ୍କ ରିମାଣ୍ଡ ସରିବା ପରେ ଗୁରୁବାର ତାଙ୍କୁ କଟକ ଦ୍ୱିତୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ପାର୍ଥଙ୍କ ବିରୋଧରେ ଥିବା ଅଭିଯୋର ତଦନ୍ତ ପାଇଁ ୬ଟି ସ୍ୱତନ୍ତ୍ର ଟିମ ଗଂନ କରାଯାିଛି । ଗତ ଶନିବାର ପାର୍ଥସାରଥୀଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଖାରଜ କରିଦେଇଥିଲେ । ଆଇଏଏସ୍ ଅଧିକାରୀ ପାର୍ଥସାରଥୀ ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ତାଙ୍କୁ ଭିଜିଲାନ୍ସ ମୁଖ୍ୟାଳୟରେ ପଚରାଉଚୁରା କରାଯାଉଥିଲା । ଏଥିପାଇଁ ଗକଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଥିଲେ ।

    Maximum 500 characters

    Find Us on Facebook