Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଓଲଟିଲା ବସ, ୩ ଆହତ

    Share on :
    ajab-Image
    Date: Feb 23, 2017    Views: 85

    ଜଗତସିଂହପୁର: ଜଗତସିଂହପୁର ଜିଲା ମାଛଗାଁ- କନ୍ଦରପୁର ରାସ୍ତାରେ ପାକନପୁର ଛକରେ ଗୁରୁବାର ଏକ ଘରୋଇ ବସ ଓଲଟି ପଡ଼ିବାରୁ ୩ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଛି । ତେବେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଅଷ୍ଟଶମ୍ଭ ନାମକ ବସଟି କଟକ ଅଭିୁମଖେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

    Maximum 500 characters

    Find Us on Facebook