Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ପାରମିତା ଓ ଗୋବିନ୍ଦଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

    Share on :
    ajab-Image
    Date: Feb 23, 2017    Views: 82

    ନୂଆଦିଲ୍ଲୀ: ବିଶିଷ୍ଟ ଲେଖିକା ପାରମିତା ।ତପଥୀ ଓ ସାନ୍ତାଳୀ ଲେଖକ ଗୋବିନ୍ଦ ଚନ୍ଦ୍ର ମାଝି ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ  ଏକ ସ୍ୱତନ୍ତ୍ର ଉତ୍ସବରେ ପାରମିତା ଓ ଗୋବିନ୍ଦଙ୍କୁ ୨୦୧୬ ମସିହା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପାରମିତାଙ୍କ ଉପନ୍ୟାସ ‘ସଂକଳନ ପ୍ରାପ୍ତି’ ପାଇଁ ଏହି ପୁରସ୍କାର ପାଇଛନ୍ତି । ସେହିପରି ସାନ୍ତାଳୀ ସାହିତ୍ୟର ଚର୍ଚ୍ଚିତ ଚେହେରା ଗୋବିନ୍ଦ ଚନ୍ଦ୍ର ମାଝିଙ୍କୁ ତାଙ୍କ ସଂକଳନ ‘ନାଲହା’ ପାଇଁ ପୁରସ୍କାର ମିଳିଛି ।

    Maximum 500 characters

    Find Us on Facebook