Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଭୋଟ ବାକ୍ସ ଲୁଟ୍ ମାମଲାରେ ୫ଗିରଫ

    Share on :
    ajab-Image
    Date: Feb 23, 2017    Views: 79

    ବାଲିଚନ୍ଦ୍ରପୁର: ବଡ଼ବାଲିକୁଦା ପଞ୍ଚାୟତରେ ଗତ ୧୯ତାରିଖ ଦିନ ହୋଇଥିବା ଭୋଟବାକ୍ସ ଲୁଟ୍ ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି  । ଗିରଫ ବ୍ୟକ୍ତିମାନେ ହେଲେ ବଡ଼ବାଲିକୁଦା ଗ୍ରାମର ଶାନ୍ତନୁ ସାମଲ (୪୩), ତପନ ସାମଲ (୫୨), ଚିନ୍ମୟ ସାମଲ (୨୨), ଚତୁର୍ଭୁଜ ସାମଲ (୩୨ ଓ ରଶ୍ମୀରଞ୍ଜନ ଦାସ (୩୨  । ତେବେ ଏହି ମାମଲାରେ ଆଗରୁ ଜଣକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୁଶାନ୍ତ କୁମାର ଦାସ ଜଣାଇଛନ୍ତି  ।

    Maximum 500 characters

    Find Us on Facebook