Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଉପରକୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା

    Share on :
    ajab-Image
    Date: Dec 1, 2022    Views: 2889

    ଭୁବନେଶ୍ୱର : ଜାମିନ ଆବେଦନ କଲେ ଅର୍ଚ୍ଚନା । ତଳକୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଉପରକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ବୁଧବାର ଜାମିନ ଆବେଦନର ଶୁଣାଣି କରିବେ ଭୁବନେଶ୍ୱର ଜେଏମ୍‌ଏଫ୍‌ସି (୩) କୋର୍ଟ ।

    ଖବର ଅନୁଯାୟୀ, ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଖାରଜ କରିଥିଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଆଉ ଏବେ ତଳକୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଉପରକୋର୍ଟରେ ଆବେଦନ କରିଛନ୍ତି । ଭୁବନେଶ୍ୱର ଜେଏମ୍‌ଏଫ୍‌ସି (୩) କୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି ଅର୍ଚ୍ଚନା ।

    Maximum 500 characters

    ତାଜା ଖବର View all

    Find Us on Facebook