Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ଏକ ଦନ୍ତାର ମୃତ୍ୟୁ

    Share on :
    ajab-Image
    Date: Dec 1, 2022    Views: 3004

    ବଡ଼ବିଲ  : ପୁଣି ଏକ ଦନ୍ତାର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

    ଖବର ଅନୁଯାୟୀ, କୌଣସି କାରଣରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା । ଏହାପରେ ଗତ ଗତ ଅକ୍ଟୋବର ୨୬ ତାରିଖରୁ ଦନ୍ତାର ଚିକିତ୍ସା ଚାଲିଥିଲା ।  ହାତୀର ଆଗପଟ ଡାହାଣ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଏବେ ଦନ୍ତାର ମୃତ୍ୟୁ ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook