Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨ ପୂର୍ବତନ ପିଇଓ ଏବଂ ଜଣେ ସରପଞ୍ଚଙ୍କୁ ୩ବର୍ଷ କାରାଦଣ୍ଡାଦେଶ

    Share on :
    ajab-Image
    Date: Dec 1, 2022    Views: 2908

    କେନ୍ଦୁଝର : ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ତଥା ଜାଲ୍ ନାଁରେ ୩ ଲକ୍ଷ ୬୮ ହଜାର ୯ ଶହ ଭତ୍ତା ଟଙ୍କା ହଡ଼ପ ମାମଲାରେ ୨ ଜଣ ପୂର୍ବତନ ପିଇଓ ଏବଂ ଜଣେ ସରପଞ୍ଚଙ୍କୁ ୩ବର୍ଷ କାରାଦଣ୍ଡାଦେଶ ସହ ୩୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି । ୨୦୧୫ ମସିହାରେ କେନ୍ଦୁଝର ଜିଲ୍ଲା  ହରିଚନ୍ଦନପୁର ବ୍ଳକ ଭଅଁରପୁର ପଞ୍ଚାୟରେ ଘଟିଥିଲା ଏହି ଘଟଣା ।

    ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ହେଲେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଶୁକଦେବ ମହାନ୍ତଙ୍କ ସହିତ ତତ୍କାଳୀନ ସରପଞ୍ଚ କୁନ୍ତଳା ଦେହୁରୀ  କ୍ଷ ପୂର୍ଣ୍ଣ ଚନ୍ଦ୍ର ଏବେ ଯାଜପୁର ସଦର ବ୍ଲକରେ ଜିପିଇଓ ଭାବେ କାର୍ୟ୍ୟ କରୁଛନ୍ତି କ୍ଷ

    Maximum 500 characters

    ରାଜ୍ୟ ଖବର View all

    Find Us on Facebook