Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୀତିଶ କୁମାରଙ୍କ ବିଷୟରେ ଜାଣନ୍ତୁ

    Share on :
    ajab-Image
    Date: Aug 10, 2022    Views: 4310

    ୧୯୫୧ ମସିହା ମାର୍ଚ୍ଚ ୧ରେ ନୀତିଶକୁମାର ବିହାରର ଭକ୍ତିଆରପୁର ଠାରେ ଜନ୍ମଗ୍ରହଣ କରିଥିଲେ  । ତାଙ୍କ ବାପା କବିରାଜ ରାମ ଲଖନ ସିଂ ଜଣେ ଆୟୂର୍ବେଦିକ ଡାକ୍ତର ଥିଲେ  । ୧୯୭୨ରେ ସେ ବିହାର କଲେଜ ଅଫ ଇଞ୍ଜିନିୟରିଂରୁ ଇଲେକ୍ଟି୍ରକାଲ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ  । ବିହାର ଇଲେକ୍ଟି୍ର ବୋଡର଼୍ରେ କିଛିଦିନ ଚାକିରୀ କରିବା ପରେ ସେ ରାଜନୀତିକୁ ଆସିଥିଲେ  ।

    ୧୯୭୪ରେ ଜୟ ପ୍ରକାଶ ନାରାୟଣଙ୍କ ଆନେ୍ଦାଳନରେ ସାମିଲ ହେବା ପରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ  । ୧୯୮୫ରେ ପ୍ରଥମ ଥର ପାଇଁ ସେ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ  । ଏକଦା ଲାଲୁ ପ୍ରସାଦ ଯାଦବ ଓ ନୀତିଶ କୁମାରଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା  । କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ବଢ଼ିବା ସହ ପରସ୍ପରର କଟ୍ଟର ବିରୋଧୀ ପାଲଟି ଯାଇଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook