Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାବଧାନ! କଡାକଡି ହେଲା ହେଲମେଟ୍ ଚେକିଂ

    Share on :
    ajab-Image
    Date: Aug 9, 2022    Views: 4471

    ଭୁବନେଶ୍ୱର : ବିନା ହେଲ୍ମେଟରେ ଗାଡି  ଚାଳାଉଥିଲେ ,ସାବଧାନ..... । ସହରେ ଭିତରେ ନୁହେଁ  ଏଥରେ  ଜାତୀୟ  ରାଜପତ ଓ ରାଜ୍ୟ ରାଜପଥରେବି  ଜଗିବେ ଏନଫୋର୍ସମେଣ୍ଟ ସ୍କ୍ୱାଡ । ରାଜ୍ୟ ରିବହନ  ପ୍ରାଧିକରଣ ଦ୍ୱାରା ଅଗଷ୍ଟ ୧୬ ରୁ ୨ ସପ୍ତାହ ଧରି ଡ୍ରାଇଭ ଚାଲିବ । ଅମାନିଆଙ୍କୁ ତ୍ରାହି ମିଳିବନି । ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ୮୬୮ ବାଇକ ଚାଲକ ଏବଂ ୪୪୦ ଆରୋହିଙ୍କ ସମେତ ୧୩୦୮ ଜଣଙ୍କ ମୃତୁ୍ୟ ଘଟିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲ୍ମେଟ ପିନ୍ଧି ନଥିଲେ । ୨୮୦ ଜଣ ଗୁରୁତର ଆହାତ ଓ ୭୪୭ ଜମ ସାମାନ୍ୟ ଆହତ ହୋଇଥିଲେ ।

    ସଡକ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବୁଶ୍ୱାଳ କହିଛନ୍ତି ଯେ ଏନଏଚ ଓ ଏସଏଚରେ ଅଧିକାଂଶ ବାଇକ ଦୁର୍ଘଟଣାଗସ୍ତ ହେଉଛି । ସହରାଞ୍ଚଳରେ କଡା ଚେକିଂ ଭୟରେ ବାଇକ ଆରୋହୀ ହେଲମେଟ ବ୍ୟବହାର କରୁଛନ୍ତିା ଦୁର୍ଭାଗ୍ୟବଶତଃ, ରାଜଥରେ ହେଲମେଟ ପିନ୍ଧିବାକୁ ଭୁଲି ଯାଉଛନ୍ତି । କିନ୍ତୁ ରାଜଥରେ ହିଁ ଦୁର୍ଘଟଣାର ଅଧିକ ବିପଦ ରହିଛି । ଉଭୟ ପିଲିଅନ ଓ ବାଇକ ଚାଳକ ହେଲମେଟ ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook