Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅପହରଣ ହେଲେ ବାଲିଅନ୍ତାରୁ, ଉଦ୍ଧାର ହେଲେ କୋଣାର୍କରୁ

    Share on :
    ajab-Image
    Date: May 13, 2022    Views: 5384

    କୋଣାର୍କ: ବାଲିଅନ୍ତାରୁ ଅପହୃତ ଯୁବକ କୋଣାର୍କରୁ ଉଦ୍ଧାର ହୋଇଛନ୍ତି । ଏହି ଘଟଣାରେ ପୋଲିସ୍ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାରୁ ଅପହରଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଯୁବକଙ୍କୁ ଅପହରଣ ପରେ ଅପହର୍ତ୍ତାମାନେ  ୪ଲକ୍ଷ ଟଙ୍କା ଦାବି କରିଥିଲେ । ଟ୍ରାକିଂ କରି ଅପହୃତଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ପୋଲିସ୍ ଗିରଫ କରିଛି । ଅପହରଣକାରୀ ୨ ଯୁବକ ନିଆଳି ଥାନା ରତନପୁର ଅଂଚଳର ହୋଇଥିବା ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook