Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଦିନିକିଆ ମହାରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି

    Share on :
    ajab-Image
    Date: May 8, 2022    Views: 4755

    ନୂଆଦିଲ୍ଲୀ: ଆଜି ଦିନିକିଆ ମହାରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ପହଞ୍ଚିବା ପରେ ନାଗପୁରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ ରାଷ୍ଟ୍ରପତି କୋବିନ୍ଦ । ଏନେଇ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

    ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦନିକିଆ ମହାରାଷ୍ଟ୍ର ଗସ୍ତରେ ଆସିବା ନେଇ ବିବୃତ୍ତିରେ କୁହାଯାଇଛି । ଏଥିସହ ନାଗପୁରର ଦେହେଗାଓଁ ମାଉଜାଠାରେ ଥିବା ଓଓଗ କ୍ୟାମ୍ପସର ଉଦଘାଟନ କରିବା ନେଇ ବିବୃତ୍ତିରେ ଉଲ୍ଲେଖ ରହିଛି । ଏନେଇ ଓଓଗ ନାଗପୁର ପକ୍ଷରୁ ମଧ୍ୟ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି । ଏହି କ୍ୟାମ୍ପସରେ ୬୦୦ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook