Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜନସାଧାରଣଙ୍କୁ ୧୧୨ ଯୋଗାଉଛି ଜରୁରୀ ସେବା

    Share on :
    ajab-Image
    Date: May 7, 2022    Views: 4448

    ଭୁବନେଶ୍ୱର: ଏପ୍ରିଲ ମାସରେ ଭିକ୍ଟର କଣ୍ଟ୍ରୋଲ ରୁମ୍ ୧୧୨(ଭିସିଆର)କୁ ୩୫୫୯ଟି ଫୋନ କଲ ଆସିଛି । ଭିସିଆରକୁ ଫୋନକରି ସାହାଯ୍ୟ ଚାହୁଁଥିବା ବ୍ୟକ୍ତିଙ୍କ ନିକଟରେ ତୁରନ୍ତ ପହଞ୍ଚି ସେମାନଙ୍କୁ ଜରୁରୀ ସହାୟତା ପ୍ରଦାନ କରିଥିଲେ । 

    ସେହିପରି ସହରର ବିଭିନ୍ନ ଥାନାରେ ଉପଲବ୍ଧ ୩୫ଟି ପିସିଆର ଭ୍ୟାନରେ ନିୟୋଜିତ କର୍ମଚାରୀମାନେ ଏହି ମାସରେ ସମୁଦାୟ ୩୭୯୨ଟି ଘଟଣାରେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚି ଅନେକ ଗଣ୍ଡଗୋଳର ପ୍ରାକ୍ ସମାଧାନ କରିବା ସହ ଅପରାଧୀଙ୍କୁ ଦମନ କରିପାରିଛି ।

    ଏଭଳି ଭାବେ ମୋଟ ୭୩୫୧ଟି ଘଟଣାରେ ଭୁବନେଶ୍ୱରର ଜନସାଧାରଣଙ୍କୁ ଭିସିଆର ଜରୁରୀ ସେବା ପ୍ରଦାନ କରିପାରିଛି । ଦୁର୍ଘଟଣାର ଶିକାର ପୀଡ଼ିତଙ୍କୁ ଆବଶ୍ୟକୀୟ ଡ଼ାକ୍ତରୀ ସେବା ପ୍ରଦାନ ବ୍ୟବସ୍ଥା କରାଇଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook