Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପତକା ଉତ୍ତୋଳନ ପାଇଁ ଗାଇଡ ଲାଇନ

    Share on :
    ajab-Image
    Date: Jan 25, 2022    Views: 4781


    ଭୁବନେଶ୍ୱର: ଗତକାଲି ୭୩ତମ ସାଧାରଣତନ୍ତ୍ର ଦିବସ । କୋଭିଡ ମହାମାରୀ ପାଇଁ ଏବର୍ଷ ବି ଫିକା ପଡିବ ସାଧାରଣତନ୍ତ୍ର ଦିବସ ପାଳନ । ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗାଇଡଲାଇନ ଜାରି  କରାଯାଇଛି । 
    ବ୍ୟକ୍ତିଗତ ଭାବେ ଘରେ ପତକା ଉତ୍ତୋଳନ ପାଇଁ ୫ଜଣଙ୍କୁ ଅନୁମତି ଦିଆଯାଇଥିବାବେଳେ ଆନୁଷ୍ଠାନିକ ଭାବେ ପତକା ଉତ୍ତୋଳନ ପାଇଁ ୧୦ଜଣଙ୍କୁ ଅନୁମତି । ପତକା ଉତ୍ତୋଳନ ସମୟରେ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦେଇଛି ସ୍ୱତନ୍ତ୍ର ରିଲିଫ କମିଶନର । ପତକା ଉତ୍ତୋଳନ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ସହ  ମାସ୍କ ପରିଧାନ କରିବା ଓ ସାନିଟାଇଜେସନକୁ ଗୁରୁତ୍ୱ ପାଇଁ ନିଦେ୍ର୍ଧଶ ଦିଆଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook