Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

    Share on :
    ajab-Image
    Date: Oct 21, 2021    Views: 4338

    ଭୋପାଳ: ଲଢୁଆ ବିମାନ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ। ଗ୍ବାଲିୟର ଏୟାରବେସରୁ ଉଡାଣ ଭରିଥିଲା ମିରାଜ । ଭରୋଲିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ପାଇଲଟ ଅଭିଳାଶ ସୁରକ୍ଷିତ ଥିବା ସୂଚନା ମିଳିଛି ।

    ଘଟଣାର ଖବର ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏଠାରେ ଏମିତି ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook