Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟ୍ରେନ ଲାଇନରେ କଟି ଯୁବକ ଓ ମହିଳା ମୃତ

    Share on :
    ajab-Image
    Date: Oct 18, 2021    Views: 4330

    ଆଠମଲ୍ଲିକ: ଅନୁଗୁଳ ସମ୍ବଲପୁର ଟ୍ରେନ ଲାଇନର ବଇଣ୍ଡା ଷ୍ଟେସନ ନିକଟ ଜାମୁନାଳୀ ନିକଟରେ ଟ୍ରେନ ଲାଇନରେ କଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଅଛନ୍ତି।

    ଯୁବକ ଜଣକ ବୟସ ୨୫ ରୁ ୩୦  ମଧ୍ୟରେ ହୋଇଥିବା ବେଳେ ମହିଳା ଜଣଙ୍କର ବୟସ ୩୫ ରୁ ୪୦ ହେବ ବୋଲି ଅନୁମାନ କରାଯାଉଛି । ସେମାନେ ଦୁଇ ଜଣ କାହିକି ଆସି ଆତ୍ମହତ୍ୟା କଲେ ସେ ବିଷୟରେ କିଛି ଜଣାପଡିନାହିଁ । ସ୍ଥାନୀୟ ଲୋକଙ୍କର ନିକଟରୁ ମିଳିଥିବା ଖବର ଅନୁଯାୟୀ ସେ ଦୁଇ ଜଣ ଆଠମଲ୍ଲିକ ବ୍ଲକର ପାଇକସାହି ଅଞ୍ଚଳର ବୋଲି ଜଣାପଡୁଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook